Public App Logo
Profile Picture

Shantanu Kumar Panda

@shantanupanda7
39077Followers
14Following
ରାସଗୋବିନ୍ଦପୁର: ଅସନବଣି ଜଙ୍ଗଲରୁ ବାହାରି ୨ଟି ବଣୁଆହାତୀ ଜନବସତି ଭିତରକୁ ପଶିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ଗତିପଥ ବଦଳାଇବାକୁ ବନବିଭାଗର ଉଦ୍ୟମ ଜାରି
ବଡସାହି: ମାନଗୋବିନ୍ଦପୁର ୟୁନିୟନବ୍ୟାଙ୍କରୁ ଡକାୟତି ଉଦ୍ୟମ ମାମଲାରେ ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗକୁ କାବୁକଲା ବୈଶିଙ୍ଗାପୁଲିସ,ଏସଡିପିଓଙ୍କ ପ୍ରେସମିଟ
ରାସଗୋବିନ୍ଦପୁର: ହାଇଦ୍ରାବାଦରେ ଓଡିଆ ଦାଦନଙ୍କୁ ଛୁରୀଭୂଷି ହତ୍ୟା ମାମଲାରେ ଶୁଳିଆପଦା ଥାନା ଅଧୀନ ଡୁମୁରିଆ ଗ୍ରାମରେ ପହଞ୍ଚି ତଦନ୍ତକଲେ ସହକାରୀ ଶ୍ରମଅଧିକାରୀ
ବଡସାହି: କଇଁଫୁଲିଆ ଗ୍ରାମରେ ପୋଖରୀରେ ବୁଡି ନିଖୋଜ ହୋଇଯାଇଥିବା ଯୁବକଙ୍କ ମୃତଦେହ ଉଦ୍ଧାରକଲା ବେତନଟୀ ଅଗ୍ନିଶମବାହିନୀ, ବଡସାହି ପୁଲିସର ମାମଲା ରୁଜୁ
ରାସଗୋବିନ୍ଦପୁର: ଟିଆଁସି ଗ୍ରାମରେ ଖଣ୍ଡେ ପାନ ମାଗିବାକୁ କେନ୍ଦ୍ରକରି ଘଟିଯାଇଥିବା ହତ୍ୟାକାଣ୍ଡର ଫେରାର ହତ୍ୟାକାରୀକୁ ଗିରଫକରି କୋର୍ଟଚାଲାଣ କଲା ମୋରଡା ପୁଲିସ
ବଡସାହି: ପୁରୁଣାପାଣି ଠାରେ ୧୮ନମ୍ବର ଜାତୀୟରାଜପଥ ପାର୍ଶ୍ଵରେ ଛିଡା ହୋଇଥିବା ଡମ୍ଫରକୁ ପଛପଟୁ ଧକ୍କାଦେଲା ମାଲବାହୀ ଟ୍ରକ,ଟ୍ରକର ଚାଳକ ଓ ଖଲାସୀ ଗୁରୁତର
ରାସଗୋବିନ୍ଦପୁର: ନିଚୁଆପଦା ଠାରେ ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ଶାଢ଼ୀ ଓ କପଡାବୋଝେଇ ବ୍ୟାଟେରୀଅଟୋ ଚୋରି ଘଟଣା ସିସିଟିଭିରେ କଏଦ, ବୃନ୍ଦାଗଡିରୁ ଅଟୋ ଜବତ
ବଡସାହି: ଧଡାସାହି ଗାଁ ୮ଧରି ଅନ୍ଧାରରେ ଥିବାରୁ ଶତାଧିକ ଉତ୍ୟକ୍ତ ଗ୍ରାମବାସୀ ଅତିଷ୍ଠ ହୋଇ ବୈଶିଙ୍ଗା ବିଦ୍ୟୁତ ଅଫିସ ଘେରାଉ କରି ଧାରଣା ପ୍ରଦର୍ଶନ କଲେ
ରାସଗୋବିନ୍ଦପୁର: ଟିଆଁସି ଗ୍ରାମରେ ଖଣ୍ଡେ ପାନ ଦେବାକୁ ମନା କରିବାରୁ ମାରଣାନ୍ତକ ଆକ୍ରମଣ,ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀଙ୍କ ମୃତ୍ୟୁ, ହତ୍ୟାକାରୀ ଫେରାର
ବଡସାହି: ଗରୁଡବସାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ପ୍ରତିଷ୍ଠାଦିବସ ସ୍ପାର୍କ-୨୦୨୬ରେ ଯୋଗଦେଲେ ମାନ୍ୟବର ବିଧାୟକ ସନାତନ ବିଜୁଳି
ବଡସାହି: ବଡସାହି ବଜାର ଓ ଆଖପାଖ ଶିକ୍ଷାନୁଷ୍ଠାନ ନିକଟରେ ଗୁଟଖା, ସିଗାରେଟ ବିକ୍ରୟକାରୀ ୫ଟି ଦୋକାନରେ ମିଳିତ ଚଢ଼ାଉକରି ଜରିମାନା ଆଦାୟ କରାଗଲା
ରାସଗୋବିନ୍ଦପୁର: ଘାସିଡିହି,ଆଣୁଆ ଏବଂ ଉଲିଡିହି ଗାଁରେ ପୃଥକ ଚଢାଉରେ ଚୋରା ଦେଶିମଦ ଜବତ ମାମଲାରେ ଗିରଫ ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କଲା ମୋରଡା ଅବକାରୀବିଭାଗ
ବଡସାହି: ମଗୁଶୁରିଆ ଠାରେ ଚଢାଉକରି ଚୋରା କାଠବୋଝେଇ ପିକଅପ ଭ୍ୟାନ ଜବତ ସମେତ ଚାଳକକୁ ଗିରଫକଲା ବେତନଟୀ ବନବିଭାଗ
ରାସଗୋବିନ୍ଦପୁର: ମୋରଡା ଥାନା ଇଲାକାରୁ ଅପହୃତା ୧୭ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାରକରି ବୟାନ ରେକର୍ଡ କରାଇଲା ମୋରଡା ପୁଲିସ, ସିଡବ୍ଲ୍ୟୁସିରେ ହେବ ହାଜର
ବଡସାହି: ପତଡା ସରକାରୀ ପ୍ରାଥମିକସ୍କୁଲ ସମ୍ମୁଖରେ ଫାଟକରେ ତାଲାପକାଇ ଧାରଣାଦେଲେ ଛାତ୍ରଛାତ୍ରୀ, ଗ୍ରାମବାସୀ ଓ ଅଭିଭାବକ,ବିଇଓଙ୍କ ଆଲୋଚନା ପରେ ସମାଧାନ
ରାସଗୋବିନ୍ଦପୁର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ପ୍ରତିବାଦରେ ରାସଗୋବିନ୍ଦପୁର ବ୍ଲକଅଫିସ ସାମ୍ନାରେ ଧାରଣାରେ ବସିଲେ ଦିବ୍ୟାଙ୍ଗ ବୃଦ୍ଧ ବିଦ୍ୟାଧର ଜେନା
ବଡସାହି: କାପୋଇ ଠାରେ ଚଢାଉକରି ଚୋରା କାଠ ବୋଝେଇ ପିକଅପ ଭ୍ୟାନକୁ ଜବତକଲା ବେତନଟୀ ବନବିଭାଗ, ରାସ୍ତାରେ ଗାଡିଛାଡି କାଠମାଫିଆ ଚମ୍ପଟ
ରାସଗୋବିନ୍ଦପୁର: କୁକୁଡ଼ାପଦା ଗ୍ରାମରେ ବିଲକୁ ସାର ପକାଇ ଫେରୁଥିବା ବ୍ୟକ୍ତି ମୁରୁଡିନଈରେ ଭାସିଯାଇ ମୃତ୍ୟୁ ବରଣ କଲେ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
ରାସଗୋବିନ୍ଦପୁର: କାନ୍ଦଣା ଠାରେ ଶିଳ୍ପପାର୍କ ଓ ଖାଦ୍ୟପ୍ରକ୍ରିୟାକରଣ ୟୁନିଟ ନିର୍ମାଣରେ ଦୁର୍ନୀତିର ତଦନ୍ତ ଓ ଠିକାଦାର ମଜୁରୀ ନଦେବାରୁ ଜିଲ୍ଲାପାଳଙ୍କୁ ଅଭିଯୋଗ
ବଡସାହି: ବେତନଟୀ ବ୍ଲକଅଫିସରେ ଥିବା ଯୋଗାଣ ଅଧିକାରୀଙ୍କ ଅଫିସରେ ଦଶଦିନଧରି ବିଦ୍ୟୁତସମସ୍ୟା ପାଇଁ ଅତିଷ୍ଠ ଉତ୍ୟକ୍ତ ଉପଭୋକ୍ତାଙ୍କ ପାଇଁ ଉତ୍ତେଜନା
ରାସଗୋବିନ୍ଦପୁର: ଦାନ୍ତିଆମୁହାଁ ଅଞ୍ଚଳରୁ ଚୋରି ହୋଇଥିବା ବାଇକ ଉଦ୍ଧାରକରି ବାଇକ ମାଲିକଙ୍କୁ ହସ୍ତାନ୍ତର କଲା ପୁଲିସ
ବଡସାହି: ବେଲପାଳ ଠାରେ ମାଛ ଧରୁଥିବା ବେଳେ ପୋଲଉପରୁ ଖସିପଡି ବୁଢାବଳଙ୍ଗ ନଦୀରେ ନିଖୋଜ ଯୁବକଙ୍କ ମୃତଦେହ ଖୁଣ୍ଟାପାଳ ଠାରୁ ଉଦ୍ଧାରକଲା ଅଗ୍ନିଶମ ବାହିନୀ
ରାସଗୋବିନ୍ଦପୁର: କୋଷ୍ଠା ବଜାର ଉପକଣ୍ଠ ଗୋପିଆବନ୍ଧ ଖେଳପଡିଆରେ ଚାଲିଥିବା ଜୁଆଖେଳ ଉପରେ ଶୁଳିଆପଦା ପୁଲିସର ଚଢ଼ାଉ, ଅନ୍ଧାରରେ ଦୌଡିଲେ ଜୁଆଡ଼ି
ବଡସାହି: ବାଥୁଡିବନ୍ଧ ଗ୍ରାମରେ ଘରପାଖ ବୁଢାବଳଙ୍ଗ ନଦୀକୁ ମାଛ ଧରିବାକୁ ଯାଇ ନିଖୋଜଥିବା ଯୁବକଙ୍କ ମୃତଦେହ ନଦୀରୁ ଉଦ୍ଧାରକଲା ବଡସାହି ଅଗ୍ନିଶମ ବାହିନୀ
ରାସଗୋବିନ୍ଦପୁର: ସମାଇଡିହି ଗାଁର ମହିଳାଙ୍କୁ ଦାନ୍ତିଆମୁହାଁ-ଚିତ୍ରଡା ରାସ୍ତାର ଦୁର୍ଗାପୁର ଜଙ୍ଗଲରାସ୍ତାରେ ଚଳନ୍ତା ବାଇକରୁ ଠେଲିଦେବାକୁ ନେଇ ପୁଲିସରେ ଅଭିଯୋଗ