ନୀଳଗିରି: ଔପଦା: ସମାଜସେବୀ ଶଶୀକାନ୍ତ ମହାନ୍ତିଙ୍କ ଏକାଦଶାହ ସଭାରେ ଯୋଗଦେଲେ ପୂର୍ବତନ ବିଧାୟକ
ନୀଳଗିରି ନିର୍ବାଚନ ମଣ୍ଡଳୀ ଔପଦା ବ୍ଲକ୍ ଗଡ଼ସାହି ଗ୍ରାମରେ ସମାଜସେବୀ ସ୍ୱର୍ଗତ ଶଶୀକାନ୍ତ ମହାନ୍ତିଙ୍କ ଏକାଦଶାହ ଓ ସ୍ମୃତି ସଭା ଅନୁଷ୍ଠିତ। ପୂର୍ବତନ ବିଧାୟକ ସୁକାନ୍ତ କୁମାର ନାୟକ ଯୋଗଦେଇ ଜଣାଇଲେ ଶ୍ରଦ୍ଧାଞ୍ଜଳି।