ବରଗଡ଼ ସଦର ପୋଲିସ ପକ୍ଷରୁ ଶୁକ୍ରବାର ଅପରାହ୍ନ 3 ଘଣ୍ଟା ସମୟରେ M. G. P କଲେଜ ସରସରା ଠାରେ ସାଇବର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ସଦର ପୋଲିସ ଓ କଲେଜ ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସାଇବର କ୍ରାଇମକୁ ନେଇ ସଚେତନତା କରିବା ସହ ସାଇବର ଠକେଇ ହେଲେ ତୁରନ୍ତ ସାଇବର ସେଲକୁ ଯୋଗାଯୋଗ କରିବା ପାଇଁ ଜଣାଇଛନ୍ତି | ବର୍ତମାନ ସମସ୍ତେ ମୋବାଇଲ ବ୍ୟବହାର କରୁଥିବା ବେଳେ ସାଇବର ଠକେଇ ବୃଦ୍ଧି ପାଉଛି | ଛାତ୍ରୀ ଛାତ୍ରୀ ମାନେ ମଧ୍ୟ ଅଧିକାଂଶ ଠକେଇ ର ଶିକାର ହେଉଥିବା ବେଳେ ସାଇବର ସଚେତନ କରିବା ଦ୍ୱାରା ଛାତ୍ରଛାତ୍ରୀ ଠକେଇରୁ ବଂଚିପାରିବେ | ତେବେ ଏନ