Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ବୌଦ୍ଧ ସଦର: ଚୁଡାଖାଇ ଯାତ୍ରା ଡଙ୍ଗରରେ ପହଞ୍ଚିଲା ଦେବୀଙ୍କ ଛତ୍ର, ଉତ୍ସବ ମୁଖର ହେଲା ଯାତ୍ରା ଡଙ୍ଗର

ଗୁରୁବାର ବୌଦ୍ଧ ବ୍ଲକ ବାଗଡିଆ ନିକଟ ଚୁଡାଖାଇ ଯାତ୍ରା ଡଙ୍ଗର ଠାରେ ଋଶିବନ୍ଧ ବିରାଜିତ ଦେବୀ ମାହେଶ୍ୱରୀଙ୍କ ଓ ଖମ୍ବେଶ୍ବରୀଙ୍କ ଛତ୍ର ପହଞ୍ଚିବା ପରେ ଉତ୍ସବ ମୁଖର ହୋଇଛି ଯାତ୍ରା ଡଙ୍ଗର l ଆଜି ଅପରାନ୍ହ 2 ଘଣ୍ଟା ସମୟରେ ଋଶିବନ୍ଧ ପୀଠ ଠାରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଦେବୀଙ୍କ ଛତ୍ର ପୂଜା ହେବା ପରେ ଶାଣ୍ଢ ପାଲି, ଖଲିଆ ପାଲି, ତାଳ ପଦର ଆଦି ଗ୍ରାମ ପରିକ୍ରମା ଓ ପୂଜାର୍ଚ୍ଚନା କରାଯାଇ ଯାତ୍ରା ଡଙ୍ଗରକୁ ଦେବୀ ପ୍ରବେଶ କରିଥିଲେ |
ବୌଦ୍ଧ ସଦର: ଚୁଡାଖାଇ ଯାତ୍ରା ଡଙ୍ଗରରେ ପହଞ୍ଚିଲା ଦେବୀଙ୍କ ଛତ୍ର, ଉତ୍ସବ ମୁଖର ହେଲା ଯାତ୍ରା ଡଙ୍ଗର - Baudh Sadar News