ବୌଦ୍ଧ ସଦର: ମନୁପାଲି ହାଇସ୍କୁଲ ପଡିଆରେ
୫ମ ମନୁପାଲି ଖଲିଆପାଲି କ୍ରିକେଟ ପ୍ରିମିୟମ ଲିଗ ଉଦଘାଟିତ
ବୌଦ୍ଧ ସଦର ବ୍ଲକ ମନୁପାଲି ଓ ଖଲିଆପାଲି ଗ୍ରାମ ପଂଚାୟତ ଆନୁକୂଲ୍ୟରେ ୫ମ ମନୁପାଲି ଖଲିଆପାଲି କ୍ରିକେଟ ପ୍ରିମିୟମ ଲିଗ ମନୁପାଲି ହାଇସ୍କୁଲ ପଡିଆରେ ଉଦଘାଟିତ ହୋଇଯାଇଛି। ଉଘଘାଟନି ମ୍ୟାଚ ରେ ବ୍ରଦର ୧୧ ଓ ନାମୋ ଇଣ୍ଡିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ବ୍ରଦର ୧୧ ବିଜୟୀ ହୋଇଥିଲା