ରାୟଗଡା: ଡି କରଳ ଦଶହରା ପଡ଼ିଆରେ ମାଁ ଦୁର୍ଗାଙ୍କୁ ଦର୍ଶନ କଲେ ବିଜେପି ନେତା କାଳୀରାମ ମାଝୀ
ପବିତ୍ର ବିଜୟାଦଶମୀ ଅବସରରେ ଡି କରଳର ଦଶହରା ପଡ଼ିଆଠାରେ ମାଁ ଦଶଭୂଜା ଦୁର୍ଗାଙ୍କୁ ଦର୍ଶନ କରିଛନ୍ତି ବରିଷ୍ଠ ବିଜେପି ନେତା କାଳୀରାମ ମାଝୀ। ସେ ପରିବାର ସହ ପହଞ୍ଚି ମାଁଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ସୁଖ ଓ ଶାନ୍ତି ପାଇଁ କାମନା କରିଛନ୍ତି।