ରାସ୍ତା କଡ଼ 5ଗୋଟି ଦୋକାନ ରୁ ତାଳ ଭାଙ୍ଗି ଚୋରି
କଣ୍ଟାମାଳ -ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଖଟଖଟିଆ ଗାଁ ବସଷ୍ଟାଣ୍ଡ ଛକରେ ଥିବା ଏକ କପଡା ଦୋକାନ ସମେତ ପାଞ୍ଚଟି ଦୋକାନରୁ ଚୋରି l ଚୋର ମାନେ ଚୋରି ସହ ଫିଙ୍ଗାଫୋଫଡା କରିଥିବା ସୂଚନା l ଦୋକାନ ମାଲିକ ପୋଲିସ କୁ ସୂଚନା ଦେବା ପରେ ମନମୁଣ୍ଡା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l
Baudh Sadar, Boudh (Bauda) | Aug 24, 2026