କଟକ ସଦର: ୨୩ ପଞ୍ଚାୟତ ବୁଲି ନିଆରା ଢଙ୍ଗରେ ଦଶହରା ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷା
କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ୨୩ଟି ପଞ୍ଚାୟତର ସମସ୍ତ ଜନପ୍ରତିନିଧି ଓ କର୍ମଚାରୀଙ୍କୁ ଭେଟି ଦଶହରା ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ସେ ଆଗାମୀ ଦିନରେ ସାମାଜିକ ସଂଗଠନ ମାଧ୍ୟମରେ ସେବା ଜାରି ରଖିବେ ବୋଲି ସୂଚନା ଦେଇଛନ୍ତି।