କଟକ ସଦର: କଟକ ଛାତ୍ର ହତ୍ୟାକାଣ୍ଡ: ତ୍ରିକୋଣୀୟ ପ୍ରେମ ନେଲା ଜୀବନ, ସିସିଟିଭିରେ କଏଦ ଘଟଣା
କଟକରେ ସୋସିଆଲ ମିଡିଆ ତ୍ରିକୋଣୀୟ ପ୍ରେମକୁ ନେଇ ଛାତ୍ର ସୁମନ୍ତ ସାହୁଙ୍କୁ ହତ୍ୟା କରାଯାଇଛି। ସିସିଟିଭି ଆଧାରରେ ପୋଲିସ ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ନାବାଳକ କଲେଜ ଛାତ୍ର ବୋଲି ପୋଲିସ ସ୍ପଷ୍ଟ କରିଛି।