କଟକ ସଦର: ୨୩ ପଞ୍ଚାୟତ ବୁଲି ଜନ ପ୍ରତିନିଧିଙ୍କୁ ଦଶହରା ଶୁଭେଚ୍ଛା ଜଣାଇଲେ ଅଧ୍ୟକ୍ଷା
କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ତେଇଶ ଗୋଟି ପଞ୍ଚାୟତର ଜନ ପ୍ରତିନିଧି ଓ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ଦଶହରା ଅଭିନନ୍ଦନ ଜଣାଇଛନ୍ତି। କାର୍ଯ୍ୟକାଳ ଶେଷ ହେବାକୁ ଥିବାରୁ ସେ ସାମାଜିକ ସଂଗଠନ ମାଧ୍ୟମରେ ସେବା ଜାରି ରଖିବାକୁ କହିଛନ୍ତି।