Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବିଡିଓଙ୍କ ନେତ୍ରୁତ୍ଵରେ ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରି ନିମନ୍ତେ ସ୍ଵତନ୍ତ୍ର ବୈଠକ

Kalimela, Malkangiri | Sep 21, 2025
ମାଲକାନଗିରି ଜିଲ୍ଲା କାଲିମେଳା ବିଡିଓଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧିଙ୍କ ଉପସ୍ଥିତିରେ ଏକ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ କରାଯାଇଥିବା ଜଣାପଡିଛି। ବୈଠକରେ ସମାଜର ଶେଷ ଶ୍ରେଣୀର ଲୋକେ କିଭଳି ସରକାରୀ ଯୋଜନାରେ ଉପକୃତ ହୋଇପାରିବେ ସେ ନେଇ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କୁହାଯାଇଛି।
କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବିଡିଓଙ୍କ ନେତ୍ରୁତ୍ଵରେ ତୃଣମୂଳ ସ୍ତରରେ ବିଭିନ୍ନ ଯୋଜନା କାର୍ଯ୍ୟକାରି ନିମନ୍ତେ ସ୍ଵତନ୍ତ୍ର ବୈଠକ - Kalimela News