କାଲିମେଳା: କାଲିମେଳା ବ୍ଲକ ଅନ୍ତର୍ଗତ ଆମ୍ବାଗୁଡ଼ା ଗ୍ରାମ ଠାରେ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅଏଲ ପାମ୍ ଚାଷ ନେଇ ସ୍ଵତନ୍ତ୍ର ତାଲିମ ଶିବିର
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଆମ୍ବାଗୁଡ଼ା ଗ୍ରାମରେ ଆଜି ଜିଲ୍ଲା ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଅଏଲ ପାମ୍ ଚାଷ ନେଇ ଏକ ସ୍ଵତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଅଏଲ ପାମ୍ ଚାଷ ଓ ଏହାର ଲାଭଦାୟତା ବାବଦରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି।