Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

କାଲିମେଳା: କାଲିମେଳା ବ୍ଲକ ସମ୍ମିଳନୀ କକ୍ଷରେ ସ୍ଵଚ୍ଛତା ପକ୍ଷ ପାଳନ ନେଇ ହେଲା ସ୍ଵତନ୍ତ୍ର ପ୍ରସ୍ତୁତି ବୈଠକ, ଯୋଗଦେଲେ ବିଭିନ୍ନ ଶ୍ରେଣୀର ବ୍ଯକ୍ତି

Kalimela, Malkangiri | Sep 15, 2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ସମ୍ମିଳନୀ କକ୍ଷରେ ସ୍ଵଚ୍ଛତା ପକ୍ଷ ପାଳନ ନେଇ ସ୍ଵତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। କାଲିମେଳା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀ, ସାମାଜିକ କର୍ମୀ, ବଜାର କମିଟିର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

MORE NEWS

କାଲିମେଳା: କାଲିମେଳା ବ୍ଲକ ସମ୍ମିଳନୀ କକ୍ଷରେ ସ୍ଵଚ୍ଛତା ପକ୍ଷ ପାଳନ ନେଇ ହେଲା ସ୍ଵତନ୍ତ୍ର ପ୍ରସ୍ତୁତି ବୈଠକ, ଯୋଗଦେଲେ ବିଭିନ୍ନ ଶ୍ରେଣୀର ବ୍ଯକ୍ତି - Kalimela News