ବିଦ୍ୟାଳୟ ହୋତା ଭିତରୁ ନାବାଳକର ମୃତ ଦେହ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର। ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ନାରାୟଣପୁର ଉଚ୍ଚ ବିଦ୍ୟାଳୟରେ ପଢୁଥିବା ନବମ ଶ୍ରେଣୀର ଛାତ୍ର ରାକେଶ କୁଲ୍ଲାରୀ। ବାପାଙ୍କ ନାମ ଶାନ୍ତିପଦ କୁଲ୍ଲାରୀ, ନାବାଳକଙ୍କ ଘର ଅଳଁଡିହା ଗ୍ରାମର ବୋଲି ଜଣାପଡିଛି।
Surajtv Collector & DM Balasore CMO Odisha #baliapal #police Odisha Police Organisation Odisha