#ଘଟଗାଁରେ_ମା_ତାରିଣୀଙ୍କ_ସୁନା_ବେଶ!
କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଘଟଗାଁର ମା’ ତାରିଣୀ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ମନୋରମ ସୁନାବେଶ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼।
#MaaTarini #Ghatagaon #Keonjhar #MaaTariniSunabesha #DurgaPuja2026
Bhubaneswar, Khordha | Oct 19, 2026