Public App Logo
Profile Picture

Odisha Khabar

@odishakhabar.in
260Followers
0Following
କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଐତିହାସିକ ବଳଦ ଯାତ୍ରା ଓ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ଯାତ୍ରା ପଡ଼ିଆରେ ଜନ ସମୁଦ୍ର।
କେଶଦୁରାପାଳ ଐତିହାସିକ ବଳଦ ଯାତ୍ରା ଓ ରାବଣ ପୋଡି ଉତ୍ସବ ଦେଖିବା ପାଇଁ ଜନ ସମୁଦ୍ର ପାଲଟିଲା ଯାତ୍ରା ପଡ଼ିଆ।
ଯଦି ଆପଣଙ୍କର ମୋବାଇଲ୍ ହଜିଯାଏ ତେବେ ଆପଣ କଣ କରିବେ?
<nis:link nis:type=tag nis:id=ମନ_ମୋହୁଛି_ରାମଚନ୍ଦ୍ରପୁରର_ସାର୍ବଜନୀନ_ଦୁର୍ଗା_ପୂଜା, nis:value=ମନ_ମୋହୁଛି_ରାମଚନ୍ଦ୍ରପୁରର_ସାର୍ବଜନୀନ_ଦୁର୍ଗା_ପୂଜା, nis:enabled=true nis:link/> ସନ୍ଧ୍ୟା ହେଲେ ଜମୁଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼। ସାଂସ୍କୃତିକ କାର୍ଯ୍ଯକ୍ରମ ସାଙ୍ଗକୁ ଦୋଳି ଖେଳି ବିଭିନ୍ନ ଖାଦ୍ୟ ଖାଇ ମଜା ଉଠାଉଛନ୍ତି ଦର୍ଶକ।
ରାମଚନ୍ଦ୍ରପୁରରେ ଜମୁଛି ସାର୍ବଜନୀନ ଦୁର୍ଗାପୂଜା, ସନ୍ଧ୍ୟା ହେଲେ ଜମୁଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼।
ଶାରଦୀୟ ଦୁର୍ଗା ପୂଜାରେ ଉତ୍ସବ ମୂଖର ହୋଇ ଉଠିଛି <nis:link nis:type=tag nis:id=ସାଇଁକୁଳ! nis:value=ସାଇଁକୁଳ! nis:enabled=true nis:link/> ମା'ଙ୍କ ଦୁଲ୍ଲଭ ବେଶ ଦର୍ଶନ କରିବା ପାଇଁ ସନ୍ଧ୍ୟାରେ ବିଭିନ୍ନ ଅଞ୍ଚଳରୁ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ।
ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବିବାଦରେ ପ୍ରତିକ୍ରୀୟା ରଖିଲେ ବିଜେପି ନେତା ଆଲୋକ ସେଠୀ।
<nis:link nis:type=tag nis:id=ଦୁର୍ଗାପୂଜାରେ_ସ୍ବଧର୍ମକୁ_ପ୍ରତ୍ୟାବର୍ତ୍ତନ! nis:value=ଦୁର୍ଗାପୂଜାରେ_ସ୍ବଧର୍ମକୁ_ପ୍ରତ୍ୟାବର୍ତ୍ତନ! nis:enabled=true nis:link/> ଦୁର୍ଗାପୂଜାରେ ସ୍ବଧର୍ମକୁ ଫେରିଲେ ଘସିପୁରା ବ୍ଲକ ଆଦିବାସୀ ଅଧ୍ଯୁସିତ ଗଁପୁର ପଞ୍ଚାୟତ ନୂହାମାଳିଆ ବସ୍ତିର ୧୦ରୁ ଉର୍ଦ୍ଧ ପରିବାର।
<nis:link nis:type=tag nis:id=ବୈତରଣୀ_ନଦୀ_କୂଳରେ_ଥାଇବି_ପାଣି_ପାଇଁ_କାନ୍ଦୁଛି_ଚାଷୀ! nis:value=ବୈତରଣୀ_ନଦୀ_କୂଳରେ_ଥାଇବି_ପାଣି_ପାଇଁ_କାନ୍ଦୁଛି_ଚାଷୀ! nis:enabled=true nis:link/> ବର୍ଷା ଅଭାବରୁ <nis:link nis:type=tag nis:id=ହାଟଡିହି nis:value=ହାଟଡିହି nis:enabled=true nis:link/> ବ୍ଲକର ବିଭିନ୍ନ ଅଞ୍ଚଳର ଚାଷୀଙ୍କ ବିଲ ଫାଟି ଆଁ!
<nis:link nis:type=tag nis:id=ବର୍ଷା_ଅଭାବରୁ_ଚାଷୀ_ଆଖିରେ_ଲୁହ! nis:value=ବର୍ଷା_ଅଭାବରୁ_ଚାଷୀ_ଆଖିରେ_ଲୁହ! nis:enabled=true nis:link/> ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତର ଶତାଧିକ ଏକର ଜମି ଏବେ ଫାଟି ଆଁ କରିଛି।
<nis:link nis:type=tag nis:id=ଘଟଗାଁରେ_ମା_ତାରିଣୀଙ୍କ_ସୁନା_ବେଶ! nis:value=ଘଟଗାଁରେ_ମା_ତାରିଣୀଙ୍କ_ସୁନା_ବେଶ! nis:enabled=true nis:link/>
କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଘଟଗାଁର ମା’ ତାରିଣୀ ସୁନାବେଶରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମା’ଙ୍କ ମନୋରମ ସୁନାବେଶ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼।
<nis:link nis:type=tag nis:id=maatarini nis:value=MaaTarini nis:enabled=true nis:link/> <nis:link nis:type=tag nis:id=ghatagaon nis:value=Ghatagaon nis:enabled=true nis:link/> <nis:link nis:type=tag nis:id=keonjhar nis:value=Keonjhar nis:enabled=true nis:link/> <nis:link nis:type=tag nis:id=maatarinisunabesha nis:value=MaaTariniSunabesha nis:enabled=true nis:link/> <nis:link nis:type=tag nis:id=durgapuja2026 nis:value=DurgaPuja2026 nis:enabled=true nis:link/>
ପିପିଲି ପୋଲିସ୍ ପକ୍ଷରୁ ରାସ୍ତାରେ ଯାଉଥିବା ପଥଚାରୀ ମାନଙ୍କୁ ମାଗଣା ହେଲମେଟ୍ ବଣ୍ଟନ କରାଯାଇଥିବା ବେଳେ ପୋଲିସକୁ ପଥଚାରୀ ମାନେ ଧନ୍ୟବାଦ୍ ଜଣାଉଛନ୍ତି।
କେନ୍ଦୁଝର ଜିଲ୍ଲାରେ ହେବ ୧୭୬.୮୩କୋଟି ଟଙ୍କା ବ୍ୟୟରେ ଡାଟା ସେଣ୍ଟର, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କେନ୍ଦୁଝର ବାସୀଙ୍କ ଧନ୍ୟବାଦ୍।
<nis:link nis:type=tag nis:id=ଜଙ୍ଗଲ_ନଷ୍ଟ_କରୁଛି_ମଣିଷ__ଫସଲ_ନଷ୍ଟ_କରୁଛି_ହାତୀ! nis:value=ଜଙ୍ଗଲ_ନଷ୍ଟ_କରୁଛି_ମଣିଷ__ଫସଲ_ନଷ୍ଟ_କରୁଛି_ହାତୀ! nis:enabled=true nis:link/> ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଫସଲ ଖଇ ନଷ୍ଟ କରୁଛି ଜଙ୍ଗଲି ହାତୀ।
ଥମିବାର ନାଁ ଧରୁନାହିଁ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବିବାଦ। ଛାତ୍ରଙ୍କ ସହ ଧାରଣାରେ ବସିଲେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ଓ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା।
ଥମିବାର ନାଁ ଧରୁନାହିଁ ହାଟଡିହି ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ ବିବାଦ। ଛାତ୍ରଙ୍କ ସହ ଧାରଣାରେ ବସିଲେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ।
କେନ୍ଦୁଝର ଜିଲ୍ଲା ଘସିପୁରା ବାଇପାସ୍ ନିକଟରେ ସୋନାଲିକା ଟ୍ରାକ୍ଟରର ନୂତନ ସୋରୁମ ଉଦଘାଟିତ ଏବଂ ଅତ୍ଯାଧୁନିକ ସୋନାଲିକା  ଟ୍ରାକ୍ଟର ଲୋକାର୍ପିତ।
ମୁଁ କାହିଁକି ପ୍ରାର୍ଥୀ? କାର୍ଯ୍ୟକ୍ରମରେ ଏବିଭିପିର ଉପ-ସଭାପତି ପ୍ରାର୍ଥୀ <nis:link nis:type=tag nis:id=ଲିଜାଲିନ୍_ଓଝାଙ୍କ nis:value=ଲିଜାଲିନ୍_ଓଝାଙ୍କ nis:enabled=true nis:link/> ବକ୍ତବ୍ୟକୁ ନେଇ ଚର୍ଚ୍ଚା! ରେକୁଟିଆ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରେ ବଢୁଛି ଲିଜାଲିନ୍ ଙ୍କ କ୍ରେଜ୍।
କଲେଜ ନିର୍ବାଚନ ପରେ ଘସିପୁରା ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ର ଛାତ୍ରଙ୍କୁ ଡ଼ାକି ବନ୍ଧୁକ ଦେଖାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଥିବା ନେଇ ରାମଚନ୍ଦ୍ରପୁର ଥାନା ରେ ଅଭିଯୋଗ। ଅଡିଓ ଭାଇରାଲ।
ବିସିଜେଡି ସଭାପତି ପ୍ରାର୍ଥୀ ହାରିବା ପରେ କଲେଜ୍ କ୍ୟାମ୍ପସରେ ଅଣଛାତ୍ରଙ୍କ ଭଙ୍ଗାରୁଜା। ଘଟଣା ସ୍ଥଳରେ ଉତ୍ତେଜନା। ଭୋଟ ପୁର୍ଣଗଣନା ପାଇଁ ବିସିଯେଡି ସମର୍ଥକଙ୍କ ଧାରଣା।
କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରେକୁଟିଆରେ ମୁଁ କାହିଁକି ପ୍ରାର୍ଥୀ? କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ସମୁଖରେ ଏବିଭିପି ପ୍ରାର୍ଥୀଙ୍କ ଉତ୍ତର।
ସାଇଁକୁଳ ପତିତପାବନ ମହାବିଦ୍ୟାଳୟରରେ ଆୟୋଜିତ "ମୁଁ କାହିଁକି ପ୍ରାର୍ଥୀ?" କାର୍ଯ୍ୟକ୍ରମରେ ଏବିଭିପି ପ୍ରାର୍ଥୀଙ୍କ ଉତ୍ତର।
ସାଇଁକୁଳ ପତିତପାବନ ମହାବିଦ୍ୟାଳୟରରେ ଆୟୋଜିତ "ମୁଁ କାହିଁକି ପ୍ରାର୍ଥୀ?" କାର୍ଯ୍ୟକ୍ରମରେ ବିସିଯେଡି ପ୍ରାର୍ଥୀଙ୍କ ଉତ୍ତର।
ରେକୁଟିଆ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟରରେ ମୁଁ କାହିଁକି ପ୍ରାର୍ଥୀ? କାର୍ଯ୍ୟକ୍ରମରେ ବିସିଜେଡି ପ୍ରାର୍ଥୀଙ୍କ ଉତ୍ତର।
ରେକୁଟିଆ, କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟର ଏବିଭିପି <nis:link nis:type=tag nis:id=ଉପ_ସଭାପତି_ପ୍ରାର୍ଥୀ nis:value=ଉପ_ସଭାପତି_ପ୍ରାର୍ଥୀ nis:enabled=true nis:link/> <nis:link nis:type=tag nis:id=ଲିଜାଲିନ୍_ଓଝାଙ୍କ nis:value=ଲିଜାଲିନ୍_ଓଝାଙ୍କ nis:enabled=true nis:link/> ପ୍ରତିକ୍ରୀୟା।