କଳାହାଣ୍ଡି: ମଦନପୁର ରାମପୁରରେ ନଅ ଦିନିଆ ଦୁର୍ଗା ପୂଜା: ମୁଖ୍ୟ ପୂଜକଙ୍କ ପ୍ରତିକ୍ରିୟା
Kalahandi, Kalahandi | Oct 20, 2026
ମଦନପୁର ରାମପୁରଠାରେ ଆୟୋଜିତ ହେବାକୁ ଥିବା ନଅ ଦିନିଆ ଦୁର୍ଗା ପୂଜା ସମ୍ପର୍କରେ ମୁଖ୍ୟ ପୂଜକଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିକ୍ରିୟା। ପୂଜାର ନୀତିକାନ୍ତି ଓ ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ଖବର।