ଅନୁଗୋଳ: ଅନୁଗୁଳ ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ
ଓକିଲ ସଂଘରୁ ନିଲମ୍ବନ ନେଇ ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ସୂଚନା
Anugul, Angul | Aug 1, 2025 ଅନୁଗୁଳ ଓକିଲ ସଂଘର ସଦସ୍ୟ ଅନିରୁଦ୍ଧ ଦାସଙ୍କୁ ଓକିଲ ସଂଘରୁ ନିଲମ୍ବନ କରା ଯାଇଛି । ଓକିଲ ସଂଘ ବିରୋଧୀ ଓ ବିଶୃଙ୍ଖଳିତ କାର୍ଯ୍ୟ କଳାପ ପାଇଁ ଆଜି (୦୧.୦୮.୨୦୨୫) ତାଙ୍କୁ ନିଲମ୍ବନ କରା ଯାଇଥିବା ଓକିଲ ସଂଘ ସଭାପତି ହିମାଂଶୁ ଭୂଷଣ ସାମଲ ଗଣମାଧ୍ୟମକୁ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି I