ପୁରୀ: ଭଦ୍ରକରେ ମୋବାଇଲ ଚୋର ଧରିବାକୁ ଯାଇ ପୁରୀ ପୁଲିସର ୨ କନେଷ୍ଟବଳ ମୃତ
Puri, Puri | Nov 13, 2026
ଭଦ୍ରକ ଜିଲ୍ଲା ବାସୁଦେବପୁରରେ ମୋବାଇଲ ଚୋର ଧରିବା ଅଭିଯାନ ସମୟରେ ଦୁର୍ଘଟଣା। ପୁରୀ ପୁଲିସର ଦୁଇ ଜଣ କନେଷ୍ଟବଳଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଏସ୍ଆଇ ଓ ଗୃହରକ୍ଷୀ ଗୁରୁତର ଆହତ ହୋଇଛନ୍ତି। ଅସ୍ତରଙ୍ଗ ଥାନା ପୁଲିସ ଟିମ୍ ଭଦ୍ରକ ଯାଇଥିବା ବେଳେ ଏହି ଅଘଟଣ ଘଟିଛି।