ଭଦ୍ରକ: ସିରିଜ୍ ବନ୍ୟା ସାଳନ୍ଦୀ ଓ ନାଳିଆ ନଦୀର ଦୁଃଖ ବଢ଼ାଇଛି, ଭଦ୍ରକ ବ୍ଲକ ଓ ଧାମନଗର ବ୍ଲକର ଅନେକ ପଞ୍ଚାୟତକୁ ବନ୍ୟାଜଳ ପ୍ରବେଶ କରିଛି । ଏହା ଦ୍ବାରା ଚାଷଜମି ଓ ମାଟି ଘର ଗୁଡ଼ିକର ଅନେକ କ୍ଷୟକ୍ଷତି ହୋଇଛି। କୁଳବନ୍ଧ ଓ ଘାଇ ଗୁଡିକର ସ୍ଥାୟୀ ନିର୍ମାଣ କାର୍ଯ୍ୟ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ଦାବି।
#citykhabarbhadrak
Bhadrak Rural, Bhadrak | Sep 30, 2026