Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
शादी
Crimenews
Kolkata
Aap

ଆସିକା: ଖୋଲୁନି ବଡଖୋଲି ସେବା ସମବାୟ ସମିତି, ଚାଷୀ ଙ୍କୁ ମିଳୁନି ସାର, ବଢୁଛି ଚାଷୀ ଅସନ୍ତୋଷ#jansamasya

Asika, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ୍ ବଡଖୋଲି ପଞ୍ଚାୟତ ଅନ୍ତର୍ଗତ ବଡଖୋଲି ସେବା ସମବାୟ ସମିତି ରେ ବିଭିନ୍ନ ସମୟରେ ଝୁଲୁଛି ତାଲା l ଚାଷୀ ସାର ପାଇଁ ଆସି ଫେରୁଛନ୍ତି ନିରାସ ହୋଇ l ସୂଚନା ଅନୁସାରେ ଚନ୍ଦନପେଢ଼ୀ, ସାନଖୋଲି, ସାନ୍ତରାପୁର, ବଡଖୋଲି, ଭେଜିପୁଟ ଗ୍ରାମକୁ ନେଇ ବଡଖୋଲି ସେବା ସମବାୟ ସମିତି ଗଠିତ ହୋଇଛି l ଏହି ସମବାୟ ଉପରେ ପାଖାପାଖି ୫ ଟି ଗ୍ରାମରେ ୧୫୦୦ ଚାଷୀ ନିର୍ଭରଶିଳ ହେଉଛନ୍ତି l