ଫେବୃଆରୀ ୧୩ତାରିଖ ସନ୍ଧ୍ୟା ୭ଟା ୩୦ ମିନିଟରେ ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଚାଲିଥିବା F.I.H. ପ୍ରୋ ଲିଗ ୨୦୨୫-୨୬ର ୪ର୍ଥ ଦିନ ମ୍ୟାଚରେ ଆରଜେଣ୍ଟିନା ବନାମ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହକି ଖେଳରେ ସନ୍ଧ୍ୟାର ଅତିଥି ଥିଲେ ଗ୍ରାମ୍ୟ ଉନୟନ ପଞ୍ଚୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବନାରାୟଣ ନାୟକ, ରାଉରକେଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରାବଣୀ ନାୟକ, ହକି ଇଣ୍ଡିଆ ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ, ଏସିଆନ ହକି ଫେଡେରେସନ ଉପସଭାପତି ତଥା ହକି ଇଣ୍ଡିଆର ସାଧାରଣ ସମ୍ପାଦକ ଭୋଳାନାଥ ସିଂହ, ହକି ଇଣ୍ଡିଆ କୋଷାଧ୍ୟକ ଶେକର ଜେ ମନୋହରନ ଏବଂ ହକି ଇଣ୍ଡିଆର ଅନ୍ୟା