ପୁରୀ: ପୁରୀରେ ଅମାନିଆ ଖଜା ବ୍ୟବସାୟୀଙ୍କ ଉପରେ ଚଢ଼ାଉ, ଜବତ ହେଲା ଦେଢ଼ କ୍ଵିଣ୍ଟାଲ ଖଜା
Puri, Puri | Nov 17, 2026
ପୁରୀରେ ଅସ୍ଵଚ୍ଛ ପରିବେଶରେ ଖଜା ପ୍ରସ୍ତୁତ କରୁଥିବା ବ୍ୟବସାୟୀଙ୍କ ଉପରେ ପ୍ରଶାସନର ଚଢ଼ାଉ। ୯ଟି ଭାଟିରୁ ଦେଢ଼ କ୍ଵିଣ୍ଟାଲ ଖଜା ନଷ୍ଟ, ୪୭ ହଜାର ଟଙ୍କା ଜୋରିମାନା ସହ ୪ଟି ଭାଟି ସିଲ୍। ଘରୋଇ ଗ୍ୟାସ ବ୍ୟବହାର ପାଇଁ ୧୧ଟି ସିଲିଣ୍ଡର ଜବତ।