ବୀରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲା, ନୂଆଗାଁ ବ୍ଳକର ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟରେ ସମସ୍ୟାଘେରରେ ଶିକ୍ଷାଦାନ
ନୂଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟରେ ୨ଜଣ ଶିକ୍ଷକ ବା ଶିକ୍ଷୟିତ୍ରୀ ୬ଟି ଶ୍ରେଣୀକୁ ପଢ଼ଉଥିବାବେଳେ ମାସକୁ ୨ଦିନ ବିଇଓ କାର୍ଯ୍ୟାଳୟକୁ ଜଣେ ଶିକ୍ଷକ ବା ଶିକ୍ଷୟିତ୍ରୀ ପେବିଲ ଓ ଏମଡିଏମ ବିଲ ଦେବାକୁ ଯାଇଥାନ୍ତି।ଏହାଦ୍ୱାରା ବିଦ୍ୟାଳୟରେ ଜଣେ ଶିକ୍ଷକ କିପରି ପାଠ ପଢ଼ାଉଥିବା ନେଇ ବିଇଓଙ୍କୁ ପଚାରିବାରୁ ମୁଁ ଖୁବ ଶୀଘ୍ର ଏହି ସମସ୍ୟାଟି ସମାଧାନ କରାଯିବ ବୋଲି କହିଥିଲେ।