Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
दिल्ली
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh

ଆନନ୍ଦପୁର: ନନ୍ଦିପଦା ଥାନାରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ

Anandapur, Kendujhar | Nov 30, 2025
ନନ୍ଦିପଦା ଥାନାରେ ଆଜି ସନ୍ଧ୍ୟା ୫ଟା ବେଳେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଥାନା ଇନ୍ସପେକ୍ଟର ବଳିଆ ବାରିକଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଏସ. ଆଇ ଅନୁପ  କର, ଗୋପାଳ ମିଶ୍ର, ବିନୀତା ଲାକ୍ରା, ଆମ ପୁଲିସ ସଦସ୍ୟ ସୁଧାଂଶୁ ଦକ୍ଷିଣ ରାୟ, କିଶୋର ଆଚାର୍ଯ୍ୟ, କୃଷ୍ଣ ଚନ୍ଦ୍ର ଜେନା, ଧୂଶାସନ ସାହୁ, ମୋହନ କୁମାର ବେହେରା, ବୀରେନ୍ଦ୍ର କୁମାର ବିଶ୍ୱାଳ, ପ୍ରମୋଦ ନାୟକ,  ପ୍ରସନ୍ନ ମହାନ୍ତି, ବାଳକୃଷ୍ଣ ନାୟକ  ପ୍ରମୁଖ ଯୋଗଦେଇ ଥାନା ଅଞ୍ଚଳରେ ଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ।

MORE NEWS

#ଗତ_୨୦୨୫_ଡିସେମ୍ବର_୨୬_ତାରିଖ_ବିଜେଡିର_୨୯_ତମ_ପ୍ରତିଷ୍ଠା_ଦିବସରେ
#ସୁଜାତା_କାର୍ତ୍ତିକେୟନ_ପଣ୍ଡିଆନ୍_କୁ_ନେଇ_ଘସିପୁରା_ବିଧାୟକ
#ବଦ୍ରୀନାରାୟଣ_ପାତ୍ର #ଦେଇଥିବା_ପତିକ୍ରିୟା।
#BadriNarayanPatra #nabinpattanayak #bjdghasipura #BJDOdisha #ghasipura #kendujhar #Odisha #kendujharhalchal

#ଗତ_୨୦୨୫_ଡିସେମ୍ବର_୨୬_ତାରିଖ_ବିଜେଡିର_୨୯_ତମ_ପ୍ରତିଷ୍ଠା_ଦିବସରେ #ସୁଜାତା_କାର୍ତ୍ତିକେୟନ_ପଣ୍ଡିଆନ୍_କୁ_ନେଇ_ଘସିପୁରା_ବିଧାୟକ #ବଦ୍ରୀନାରାୟଣ_ପାତ୍ର #ଦେଇଥିବା_ପତିକ୍ରିୟା। #BadriNarayanPatra #nabinpattanayak #bjdghasipura #BJDOdisha #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 27, 2026

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଳକ_ଅନ୍ତର୍ଗତ_କଇଁସିଆରି ଗ୍ରାମର #ଗୌଡିଓ ମଠ ପରିସରରେ #ପ୍ରଭୁ_ଜଗନ୍ନାଥ ଓ #ହନୁମାନଙ୍କ ନୂତନ ଭବ୍ୟ #ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
#jagannathtemple #Hanuman_temple #Kainsiari #gadabandhogoda  #ghasipura #kendujhar #Odisha #kendujharhalchal

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଳକ_ଅନ୍ତର୍ଗତ_କଇଁସିଆରି ଗ୍ରାମର #ଗୌଡିଓ ମଠ ପରିସରରେ #ପ୍ରଭୁ_ଜଗନ୍ନାଥ ଓ #ହନୁମାନଙ୍କ ନୂତନ ଭବ୍ୟ #ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। #jagannathtemple #Hanuman_temple #Kainsiari #gadabandhogoda #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 26, 2026

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ବରିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#baripal #ghasipura #kendujhar #Odisha #kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ବରିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #baripal #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 25, 2026