ଆଜି ସନ୍ଧ୍ୟା ୭.୩୦ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚମା ଅନୁସାରେ l ଆଜି ବୌଦ୍ଧ ଅବକାରୀ ଥାନାର ପୋଲିସ ବେଆନ ମଦ କାରବାର ହେଉଥିବା ନେଇ, ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ବାରପୁଡ଼ୁଗ ଗ୍ରାମ ରାସ୍ତାରେ ସକାଳ ୧୧ଟା ସମୟରେ ଚଢ଼ାଉ କରି ୧୧ଲିଟର ବେଆନ ମହୁଲି ମଦକୁ ଜବତ କରିଥିଲା l ଏଥିରେ ସମ୍ପୃକ୍ତ ଆଶାମୀ ନାମରେ ୧୭୦/୨୦୨୫-୨୬ରେ ମାମଲା ରୁଜୁ କରି l ପରେ ୩୫(୩) BNSS ରେ ନୋଟିସ ଦେଇ ଛାଡି ଦିଆଯାଇଛି l