ପାରଳାଖେମୁଣ୍ଡି: ରାୟଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହେନ୍ଦ୍ର ବନାଞ୍ଚଳ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ।
ରାୟଗଡ ବ୍ଲକର ବିଭିନ୍ନ ପଞ୍ଚାୟତରେ ମହେନ୍ଦ୍ର ବନାଞ୍ଚଳ ତରଫରୁ ଚାରା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଗଜପତି ଜିଲ୍ଲା ରାୟଗଡ ବ୍ଲକ ରେ ଆଜି ମହେନ୍ଦ୍ର ବନାଞ୍ଚଳ ତରଫରୁ ପ୍ରତ୍ୟେକ ପଂଚାୟତ ପାଇଁ 500 ଚାରା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି। ପୃଥିବୀର ବଢୁଥିବା ତାପମାତ୍ରା କୁ ଦୃଷ୍ଟିରେ ରଖି ତଥା ଭାରତର ଯଶଶ୍ୱୀ ପ୍ରଧାନମନ୍ତ୍ରୀଙ୍କ 75 ବର୍ଷ ପୂର୍ତ୍ତି ଅବସରରେ ସାରା ଭାରତରେ ଗୋଟିଏ ଦିନରେ "ମା ପାଇଁ ଗଛ ଟିଏ 2.0 " ଉଦ୍ଧଶ୍ୟରେ 75 ଲକ୍ଷ ଚାରା ଲାଗେଇବା ର ଏକ ଐତିହାସିକ ପଦକ୍ଷେପ ସରକାର ଙ୍କ ତରଫରୁ ନିଆଯାଇଛି । ମହେନ୍ଦ୍ର ବନାଞ୍ଚଳ ର ଏହି କାର୍ଯ୍ୟକ୍ରମ କୁ ବନାଞ୍ଚ