#ଆକ୍ସନ_ମୋଡ଼ରେ_କୋଟପାଡ଼_ପୋଲିସ୍
#24ଘଣ୍ଟାରେ_ହତ୍ୟାକାଣ୍ଡର_ପର୍ଦାଫାସ
#ଛୁରିଭୁସି_ହତ୍ୟା_ତିନି_ଅଭିଯୁକ୍ତ_ଗିରଫ
କୋଟପାଡ଼ ଥାନା ଷଡ଼ରଙ୍ଗା ଜାମୁଗୁଡା ହତ୍ୟାକାଣ୍ଡର ପର୍ଦାଫାସ କଲା କୋଟପାଡ଼ ପୋଲିସ୍ l ଜାମୁଗୁଡା ଗ୍ରାମର ସମାରୁ ପୂଜାରୀକୁ ଛୁରୀ ଭୁସି ହତ୍ୟା l ତିନି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ l ପ୍ରେସ୍ ମିଟରେ ସୂଚନା ଦେଲେ ବୋରିଗୁମ୍ମା SDPO l #Kotpad #Sadaranga #MurderCase #KotpadPolice #BorigumaSdpo S.P. Koraput Bdo Kotpad #PressMeet @highlight #Fbviralvideo #nonfollowers #Thankyou #Foryou #BigBreakingNews #Kotpadbreakingnews
Koraput Town, Koraput | Aug 17, 2026