Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

ବୌଦ୍ଧ ସଦର: ବୌଦ୍ଧ ମହୋତ୍ସବ ତଥା ପଲ୍ଲିଶ୍ରୀ ମେଳାର ସାଂସ୍କୃତିକ କମିଟି ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାପାଳଙ୍କ ସଦଭାବନା ସଭା ସଭା ଗୃହରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତି ବଳିୟାର ସିଂହଙ୍କ ଆବାହକତ୍ୱରେ ସାଂସ୍କୃତିକ କମିଟିର ନୋଡାଲ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଶ୍ରୀମତୀ ଅନିତା କୁମାରୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଂସ୍କୃତିକ କମିଟିର ସମସ୍ତ ସଦସ୍ୟ ମାନଙ୍କୁ ନେଇ ହେବାକୁ ଥିବା ବୌଦ୍ଧ ମହୋତ୍ସବ ପାଇଁ ଚୂଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି

MORE NEWS

🕉️ ହର ହର ମହାଦେବ 🕉️
ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରର ହାର୍ଦ୍ଦିକ ଅଭିନନ୍ଦନ 
​ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରର ଏହି ପାବନ ସକାଳେ, ଦର୍ଶନ କରନ୍ତୁ ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ "ବାବା ଜଳେଶ୍ୱର ମହାଦେବଙ୍କ" ଆପ୍ୟାୟିତ ଓ ଦିବ୍ୟ ରୂପ!
​ପ୍ରଭୁ ଜଳେଶ୍ୱରଙ୍କ ଅପାର କୃପାରୁ ଆପଣଙ୍କ ଓ ଆପଣଙ୍କ ପରିବାରର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ନୀରୋଗ ଓ ସମୃଦ୍ଧିରେ ଭରିଯାଉ।
​ଜଳାଭିଷେକ ସହ "ହର ହର ମହାଦେବ" ଓ "ବୋଲବମ୍" ଜୟକାରରେ କମ୍ପୁଛି ସାରା ପରିବେଶ। ଆସନ୍ତୁ ପ୍ରଭୁଙ୍କ ପାଦପଦ୍ମରେ ଭକ୍ତିପୂତ ପ୍ରଣାମ ଜଣାଇବା। 🙏
​🚩 ଜୟ ବାବା ଜଳେଶ୍ୱର!
🚩 ଜୟ ଭୋଲେନାଥ!
​#BabaJaleswar #Boudh #ShravanSomvar #BolBam #BoudhNews #Odisha Tourism #HarHarMahadev #Devotional #OdiaPost

🕉️ ହର ହର ମହାଦେବ 🕉️ ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରର ହାର୍ଦ୍ଦିକ ଅଭିନନ୍ଦନ ​ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାରର ଏହି ପାବନ ସକାଳେ, ଦର୍ଶନ କରନ୍ତୁ ବୌଦ୍ଧ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ "ବାବା ଜଳେଶ୍ୱର ମହାଦେବଙ୍କ" ଆପ୍ୟାୟିତ ଓ ଦିବ୍ୟ ରୂପ! ​ପ୍ରଭୁ ଜଳେଶ୍ୱରଙ୍କ ଅପାର କୃପାରୁ ଆପଣଙ୍କ ଓ ଆପଣଙ୍କ ପରିବାରର ସମସ୍ତ ମନସ୍କାମନା ପୂର୍ଣ୍ଣ ହେଉ। ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ନୀରୋଗ ଓ ସମୃଦ୍ଧିରେ ଭରିଯାଉ। ​ଜଳାଭିଷେକ ସହ "ହର ହର ମହାଦେବ" ଓ "ବୋଲବମ୍" ଜୟକାରରେ କମ୍ପୁଛି ସାରା ପରିବେଶ। ଆସନ୍ତୁ ପ୍ରଭୁଙ୍କ ପାଦପଦ୍ମରେ ଭକ୍ତିପୂତ ପ୍ରଣାମ ଜଣାଇବା। 🙏 ​🚩 ଜୟ ବାବା ଜଳେଶ୍ୱର! 🚩 ଜୟ ଭୋଲେନାଥ! ​#BabaJaleswar #Boudh #ShravanSomvar #BolBam #BoudhNews #Odisha Tourism #HarHarMahadev #Devotional #OdiaPost

Baudh Sadar, Boudh (Bauda) | Aug 17, 2026

ବୌଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ମାର୍ଚ୍ଚ
​ବୌଦ୍ଧ: 'ବନ୍ଦେ ମାତରମ୍' ପ୍ରତି କଂଗ୍ରେସର ଅସମ୍ମାନ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି।
​ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମଣ୍ଟୁ ସାହୁଙ୍କ ନେତୃତ୍ୱ ଓ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ଶତାଧିକ କାର୍ଯ୍ୟକର୍ତ୍ତା କ୍ୟାଣ୍ଡେଲ୍ ଓ ପ୍ଲାକାର୍ଡ ଧରି କଂଗ୍ରେସ ବିରୋଧରେ ଜୋରଦାର ନାରାବାଜି କରିଥିଲେ।
​#Boudh #BJP #CandleMarch #VandeMataram #OdishaPolitics

ବୌଦ୍ଧରେ ବିଜେପି ଯୁବ ମୋର୍ଚ୍ଚାର କ୍ୟାଣ୍ଡେଲ ମାର୍ଚ୍ଚ ​ବୌଦ୍ଧ: 'ବନ୍ଦେ ମାତରମ୍' ପ୍ରତି କଂଗ୍ରେସର ଅସମ୍ମାନ ଅଭିଯୋଗରେ ବୌଦ୍ଧ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ଛକରେ ପ୍ରତିବାଦ ଶୋଭାଯାତ୍ରା ଓ କ୍ୟାଣ୍ଡେଲ ମାର୍ଚ୍ଚ ଅନୁଷ୍ଠିତ ହୋଇଯାଇଛି। ​ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମଣ୍ଟୁ ସାହୁଙ୍କ ନେତୃତ୍ୱ ଓ ଜିଲ୍ଲା ସଭାପତି ପ୍ରେମାନନ୍ଦ ମିଶ୍ରଙ୍କ ଉପସ୍ଥିତିରେ ଶତାଧିକ କାର୍ଯ୍ୟକର୍ତ୍ତା କ୍ୟାଣ୍ଡେଲ୍ ଓ ପ୍ଲାକାର୍ଡ ଧରି କଂଗ୍ରେସ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ​#Boudh #BJP #CandleMarch #VandeMataram #OdishaPolitics

Baudh Sadar, Boudh (Bauda) | Aug 16, 2026

ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି
​#Boudh #BoudhNews #BJP #AtalBihariVajpayee #TirodhanaDivas #odishanewstoday

ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) କାର୍ଯ୍ୟାଳୟ ପରିସରରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀଙ୍କ ତିରୋଧାନ ଦିବସ ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି ​#Boudh #BoudhNews #BJP #AtalBihariVajpayee #TirodhanaDivas #odishanewstoday

Baudh Sadar, Boudh (Bauda) | Aug 16, 2026