ନୂଆପଡା: କୋମନା ବ୍ଲକରେ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ: ନୂଆପଡା ବିଧାୟକ ଜୟ ଢୋଲକିଆ ସାମିଲ
କୋମନା ବ୍ଲକରେ ସ୍ୱତନ୍ତ୍ର ପଞ୍ଚାୟତ ସମିତି ବୈଠକ ହେଲା। ନୂଆପଡା ବିଧାୟକ ଜୟ ଢୋଲକିଆ, ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ମୁରଲୀ ଭୋଇ, ଅନୁସୂୟା କୁମ୍ଭାର ଓ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। କୋମନା ବିଡିଓ ପବିତ୍ର ସାମଲ ଏବଂ ବହୁତ କର୍ମଚାରୀ, ସରପଞ୍ଚ, ସମିତି ସଭ୍ୟମାନେ ମଧ୍ୟ ଥିଲେ।