#ଇସ୍ରାଏଲରେ_ଭାରତୀୟ_ପାଇଲଟଙ୍କ_ପାଇଁ_ପ୍ରାର୍ଥନା
🇮🇳 ଇସ୍ରାଏଲ ର ତେଲ୍ ଅବିବ୍ ରୁ ଆସୁଛି ଏହି ଦୃଶ୍ୟ ଯେଉଁଠି ହଜାର ହଜାର ମୋବାଇଲ ଫୋନ୍ ର ଲାଇଟ୍, ଆଖିରେ ଲୁହ ଏବଂ ସଭିଙ୍କ ମୁହଁରେ ଗୋଟିଏ ଶବ୍ଦ - ଧନ୍ୟବାଦ କ୍ୟାପଟେନ୍ ସ୍ମିତ୍ !
ବିଶ୍ବର ଏକ ଧର୍ମ ୟେହୁଦୀ, ଯାହାଙ୍କ ସଂଖ୍ୟା ବହୁତ କମ୍ କିନ୍ତୁ ସେମାନଙ୍କର ଏକତା ବିଶ୍ୱବାସୀଙ୍କ ପାଇଁ ସବୁ ସମୟରେ ଉଦାହରଣ ସୃଷ୍ଟି କରେ । ଦୁବାଇରେ ଫସିଥିବା ୟହୁଦୀ ମାନଙ୍କ ସୁରକ୍ଷିତ ଘରୱାପସୀ ପାଇଁ ଧନ୍ୟବାଦ ଦେଉଛନ୍ତି।
FlyDubai ର FZ1073 ନମ୍ବର ପ୍ଲେନ୍ ରେ ଥିବା ୧୭୪ ଜଣ ଯାତ୍ରୀ ମୃତ୍ୟୁକୁ ସାମ୍ନାରେ ଦେଖୁଥିଲେ, ପ୍ଲେନ୍ ୧୪,୦୦୦ ଫୁଟ୍ ତଳକୁ ଖସି ଆସିଥିଲା, କକପିଟ୍ ରେ ଯୁଦ୍ଧ ଚାଲିଥିଲା, ବିମାନ ହାଇଜ୍ୟାକ୍ ର କୋର୍ଡ ଆଲର୍ଟ ବାଜୁଥିଲା ।
ଆଜି ସମସ୍ତ ଯାତ୍ରୀ ନିଜ ପରିବାର ସହିତ ଏକଜୁଟ ହୋଇଛନ୍ତି। ଜୀବନ ବଞ୍ଚି ଯାଇଥିବାର ଅନୁଭବ କରୁଛନ୍ତି । ସମସ୍ତେ ଏହି ଚମତ୍କାର ବିଷୟରେ କଥା ହେଉଛନ୍ତି, ଚମତ୍କାର କରି ଦେଖାଇଛନ୍ତି ଜଣେ ଭାରତୀୟ ହିନ୍ଦୁ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାର । ଇସ୍ରାଏଲୀ କହୁଛନ୍ତି, ସେମାନେ ଏହି ଘଟଣା କେବେ ଭୁଲିବେ ନାହିଁ, ଏହି ଉପକାର କେବେ ବ୍ୟର୍ଥ ଯିବାକୁ ଦେବେ ନାହିଁ। ତେଲ୍ ଅବିବ୍ ଠାରୁ ଜେରୁଜେଲମ ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ କ୍ୟାପଟେନ୍ ସ୍ମିତ୍ ଙ୍କ ଦୃତ ଆରୋଗ୍ୟ ପାଇଁ ପ୍ରାର୍ଥନା ହେଉଛି ।#odishacitynews
#OdishaNews
#IndiaNews
#indianpilot
#Israel
#israelindiarelationship
ବିୟୁରୋ ରିପୋର୍ଟ ଓଡ଼ିଶା ସିଟି ନିୟୁଜ