ଭବାନୀପାଟଣା: ମାଣିକେଶ୍ବରୀ ହସ୍ପିଟାଲକୁ ଦଣ୍ଡିତ କଲେ କଞ୍ଜୁମର କୋର୍ଟ
Bhabanipatana, Kalahandi | Nov 28, 2026
ଭବାନୀପାଟଣା ମାଣିକେଶ୍ବରୀ ମଲ୍ଟି ସ୍ପେସାଲିଟି ହସ୍ପିଟାଲରେ ଯକ୍ଷ୍ମା ପରୀକ୍ଷା ସୁବିଧା ନଥାଇ ନମୂନା ନେଇ ଅର୍ଥ ଆଦାୟ ଘଟଣାରେ ଜିଲ୍ଲା କଞ୍ଜୁମର କୋର୍ଟ ହସ୍ପିଟାଲକୁ ଦଣ୍ଡିତ କରିଛନ୍ତି। ଏହି ରାୟ ପରେ ପୀଡ଼ିତାଙ୍କ ବାପା ପ୍ରତିକ୍ରିୟା ରଖିଛନ୍ତି।