ଧର୍ମଶାଳା: ଧର୍ମଶାଳା ବ୍ଲକ ଷ୍ଟାଡିୟମ୍ ହଲରେ ନିଶ୍ଚିତ ରୋଜଗାର କର୍ମଶାଳା ଆୟୋଜନ
ଧର୍ମଶାଳା ବ୍ଲକ ଷ୍ଟାଡିୟମ୍ ହଲରେ ବିକଶିତ ଭାରତ ନିଶ୍ଚିତ ରୋଜଗାର ଓ ଗ୍ରାମୀଣ ଅଜୀବିକା ମିଶନ ସମ୍ବନ୍ଧୀୟ ପଂଚାୟତ ପ୍ରତିନିଧି ଓ ବ୍ଲକ କର୍ମଚାରୀଙ୍କ ପାଇଁ ଏକ ଦିନିଆ କର୍ମଶାଳା ଆୟୋଜିତ ହୋଇଥିଲା। ଯାଜପୁର ଜିଲ୍ଲାପାଳ ଓ ଧର୍ମଶାଳା ବିଧାୟକ ସହଯୋଗରେ ଏହି କାର୍ଯ୍ୟକ୍ରମ ହୋଇଥିଲା।