ବଙ୍ଗୋମୁଣ୍ଡା ବ୍ଲକର ତୁରେକେଲାରେ ଆୟୋଜିତ ଭୋଳାନାଥ ତାଣ୍ଡି ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତାରେ ଭଜପୁରକୁ ହରାଇ ତୁରେକେଲା ଦଳ ଚାମ୍ପିୟନ ହୋଇଛି। ୧-୦ ଗୋଲ୍ରେ ବିଜୟୀ ହୋଇଛି ତୁରେକେଲା।