Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर

୨୪ ଘଣ୍ଟାରେ ହତ୍ୟାକାଣ୍ଡର ପର୍ଦାଫାସ! କୋଟପାଡ଼ ଥାନା ଜାମୁଗୁଡ଼ାରେ ସମାରୁ ପୂଜାରୀ ହତ୍ୟା ମାମଲାରେ ୩ ଅଭିଯୁକ୍ତ ଗିରଫ। ଅଭିଯୁକ୍ତମାନେ ହେଲେ ସମାରୁ ଭତ୍ରା, ଚିତ ସମରଥ ଓ ପ୍ରେମାନନ୍ଦ ରନ୍ଧାରି। ଘଟଣାସ୍ଥଳରୁ ରକ୍ତାକ୍ତ ଛୁରୀ ଓ ୨ଟି ବାଇକ୍ ଜବତ। ପ୍ରେସମିଟ୍‌ରେ ସୂଚନା ଦେଲେ ବୋରିଗୁମ୍ମା SDPO ସତ୍ୟବ୍ରତ ଲେଙ୍କା। #Kotpad #Koraput #BreakingNews #OdishaNews

Koraput Town, Koraput | Aug 17, 2026