ଗୁଣୁପୁର: ଗୁଣୁପୁର ପୌର ପରିଷଦରେ ବଣ୍ଟନ ହେଲା ବାର୍ଦ୍ଧକ୍ୟ ଭତ୍ତା
ଗୁଣୁପୁର ପୌର ପରିଷଦ କାର୍ଯ୍ୟାଳୟ ପରିସରରେ ଆଜି ଏନ୍ ଏସ୍ ଏ ପି ବ୍ୟାଙ୍କ ଲିଙ୍କ୍ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି। ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଓ ୧୩ ନମ୍ବର ୱାର୍ଡ଼ କାଉନସିଲର ପ୍ରମୋଦ କୁମାର ଦାସ ଉପସ୍ଥିତ ରହି ଭତ୍ତା ବଣ୍ଟନ କରିଥିଲେ।