ବସ୍ତାରୁ ଆସିଲା ଏକ ବଡ଼ ଖବର.. ଯୋଗାଣ ବିଭାବର ବଡ଼ଧରଣର ଚଢ଼ଉ। ଏକ ଘରୋଇ ଯାତ୍ରୀବାହୀ ବସ୍ରୁ ବେଆଇନ ଭାବେ ଚାଲାଣ ହେଉଥିବା ୯ଟି ଗ୍ୟାସ ଟାଙ୍କି ଜବତ।
ବସ୍ତା ଥାନା ଅନ୍ତର୍ଗତ ଗାନ୍ଧିଛକ ନିକଟରେ ଯୋଗାଣ ବିଭାବ ପକ୍ଷରୁ ଏକ ବଡ଼ଧରଣର ଚଢ଼ଉ କରାଯାଇଛି। ବେଆଇନ ଭାବେ ଏକ ଘରୋଇ ବସ୍ରେ ଚାଲାଣ ହେଉଥିବା ବେଳେ ଯୋଗାଣ ବିଭାବ ୯ଟି ରୋଷେଇ ଗ୍ୟାସ (LPG) ଟାଙ୍କି ଜବତ କରିଛି।
Surajtv Indian Oil Corporation Ltd. HPCL Bharat Gas Agency CMO Odisha Collector & DM Balasore #basta #balasore
Baleshwar Sadar, Balasore | Nov 5, 2026