କଟକ ପୌରାଞ୍ଚଳ: କଟକରେ ପାଳିତ ହେଲା ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ- 2026
କଟକରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ- 2026 ପାଳିତ। ସାମ୍ବାଦିକତାର ମୂଲ୍ୟବୋଧ ଓ କର୍ତ୍ତବ୍ୟବୋଧ ଉପରେ ଗୁରୁତ୍ୱାରୋପ କଲେ ବିଶିଷ୍ଟ ବ୍ୟକ୍ତିବିଶେଷ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲେ ବହୁ ସାମ୍ବାଦିକ।