ପାରାଦୀପ ଗଡ଼ ବିଜୁ ପଟ୍ଟନାୟକ ମାର୍କେଟ ନିକଟରେ ରେ ଦୁର୍ଘଟଣା, ରାସ୍ତା ରୁ ଖସି ପୋଖରୀ ଭିତରେ ପଡିଛି କାର, ସ୍ୱାମୀ, ସ୍ତ୍ରୀ ମୃତ, ଗତକାଲି ପାରାଦୀପ ବନ୍ଦର ରୁ ଅବସର ନେଇଥିବା ବିଭୁତି ଭୂଷଣ ଦାସ ଏବଂ ତାଙ୍କର ଧର୍ମପତ୍ନୀ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି #Arnabnews #jagatsinghpur #highlight #highlight