ଆନନ୍ଦପୁର ଉପଖଣ୍ଡ ଓସ୍ତପୁରା, ମାର୍ଶାପାଳ, ଯୁଗଳକିଶୋରପୁର ଏରିଆରେ ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୫୫୦ଲିଟର ଦେଶୀ ରନ୍ଧା ମଦ ଓ ୮୦୦୦ ଲିଟର ମହୁଲ ପୋଚ ଓ୧୦.୮୦୦ ଲିଟର ବିଦେଶୀ ମଦ ଜବଦ,ବିପୁଳ ପରିମାଣର ଦେଶୀ ରନ୍ଧା ମଦ ଓ ମହୁଲ ପୋଚ ଜବତ ଓ ୧୦.୮୦୦ ଲିଟର ବିଦେଶୀ ମଦ ଜବତ,ଜଣେ ଗିରଫ
Ghasipura, Kendujhar | Oct 16, 2026