ବାଲେଶ୍ୱରରେ ବିଜେପି ଯୁବମୋର୍ଚ୍ଚା ନାଁରେ ବେଆଇନ ଅର୍ଥ ଆଦାୟ ଅଭିଯୋଗ
Baleshwar, Balasore | Nov 5, 2026
ବାଲେଶ୍ୱରରେ ଗୋ-ମାଫିଆଙ୍କଠାରୁ ବିଜେପି ଯୁବମୋର୍ଚ୍ଚା ନେତା ବେଆଇନ ଅର୍ଥ ଆଦାୟ କରୁଥିବା ନେଇ ବିଜେଡି ଯୁବ ସଙ୍ଗଠନ ଅଭିଯୋଗ କରିଛି। ଘଟଣାର ତଦନ୍ତ ସହ ଦୋଷୀଙ୍କ ଗିରଫ ଦାବି କରିଛି ବିଜେଡି।