#ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥରେ ବଡ଼ ଅଘଟଣ। ନବନିର୍ମିତ ରାସ୍ତାର ପ୍ରାୟ ୫୦ ମିଟର ଅଂଶ ହଠାତ୍ ଧସି ଯାଇଛି। ଫଳରେ ରାସ୍ତା ଉପରେ ଯାଉଥିବା ୩ ଗୋଟି ଟ୍ରକ୍ ଭାରସାମ୍ୟ ହରାଇ ସିଧା ତଳ ଚାଷ ଜମିକୁ ଖସି ପଡ଼ିଛି।
#Kendrapara #NilanchalChhaka #NH53 #ChandikholeParadip #RoadAccident #OdishaNews
Bhubaneswar, Khordha | Aug 16, 2026