Public App Logo
Jansamasya
News
Bjp
National
Police
Bihar
India
कांग्रेस
बीजेपी
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews

ରାଉରକେଲା ମ୍ୟୁନିସିପାଲଟି: ରାଉରକେଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ପରେ ପ୍ରତିକ୍ରିୟା ରଖିଲେ ରାଜସ୍ବ ମନ୍ତ୍ରୀ

ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ରାଉରକେଲାରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ଏକ ଉଚ୍ଚ ସ୍ତରୀୟ ବୈଠକ ରେ ଯୋଗ ଦେଇଥିଲେ। ଏହି ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ଶୁଭଙ୍କର ମହାପାତ୍ର , ରାଉରକେଲା ଏଡିଏମ୍ ଦିନାଦସ୍ତଗିର୍, ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାଏ , ରାଉରକେଲା ଏସପି ନୀତେଶ ୱାଧୱାନି ଙ୍କ ସମେତ ରାଉରକେଲା ଇସ୍ପାତ କାରଖାନାର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।ମଂଗଳବାର ସଂଧ୍ୟାରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ।

MORE NEWS

ଆଜି ତା:୦୮.୦୮.୨୦୨୬ ସନ୍ଧ୍ୟା ୪ ଟା ସମୟ ରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ରେ କଂଗ୍ରେସ କର୍ମୀମାନେ ଜିଲ୍ଲା ସଭାପତି ଇଂ ଅମିତ କୁମାର ଗୁରୁ ଙ୍କ ନେତୃତ୍ୱ ରେ  ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ କାର୍ଯ୍ୟକଲାପ ରେ ବିରୋଧ ଓ କଳା ପତାକା ପ୍ରଦର୍ଶନ କରିବା ପାଇଁ GM କଲେଜ ଛକ ଯାଉଥିବା ବେଳେ ଜିଲ୍ଲା ସଭାପତି ଇଞ୍ଜିନିୟର ଅମିତ୍ ଗୁରୁ ଙ୍କ ସମେତ ବରିଷ୍ଠ ଆଇନଜୀବୀ ନିରଞ୍ଜନ ତ୍ରିପାଠି,ବରିଷ୍ଠ କର୍ମୀ ଦିନ ପରିଡ଼ା, ବରିଷ୍ଠ ଆଇନଜୀବୀ ସୁରେନ୍ ମହାନ୍ତି, ଜିଲ୍ଲା ଉପ ସଭାପତି ଜିତେନ ମହାନନ୍ଦ,ମହିଳା ସଭାପତି ବିଜୟ ଲକ୍ଷ୍ମୀ ବେହେରା, ବରିଷ୍ଠ ନେତା ଜୟରାମ ବଣିଆ,ଜିଲ୍ଲା ସାଧାରଣ ସମ୍ପାଦକ ମୋହନ ଶାହ,ଜିଲ୍ଲା ସାଧାରଣ ସମ୍ପାଦକ ଏମ୍ ଡି ରହିମ୍ ,
ଜିଲ୍ଲା ସମ୍ପାଦକ ସଦାନନ୍ଦ ବରାଡ,, ସଂଖ୍ୟାଲଘୁ ବିଭାଗ ଏମ୍ ଡି ସକ୍କୁ, ଟାଉନ୍ ସଭାପତି ଅଶୋକ ମେହେର,ହୀରାକୁଦ ଟାଉନ୍ ସଭାପତି ରବି ରାଉତ୍, ଦିନେଶ ସାନବଡ,,ନକୁଳ ବେହେରା, ଏମ୍ ଡି କଳିମ୍ ଖାନ୍,ନିତ୍ୟାନନ୍ଦ ନାଗ,ପ୍ରେମାରଞ୍ଜନ ପ୍ରଧାନ, ମହିଳା ଜିଲ୍ଲା ସାଧାରଣ ସମ୍ପାଦକ ସୁବର୍ଣ୍ଣ ମେହେର , ଲକ୍ଷ୍ମୀ ଶତପଥୀ, ସୁଭଦ୍ରା ବେହେରା, ତ୍ରିବେଣୀ ତରିଆ,ମେଘା ଓରାମ ,ନନ୍ଦିନୀ ଓରାମ , ମାନେଶ୍ୱର ବ୍ଲକ ଜୋନ୍ ୧ ସଭାପତି ସଞ୍ଜୟ ଛୁରିଆ ସସହ ବହୁ କଂଗ୍ରେସ କର୍ମକର୍ତ୍ତା ଙ୍କୁ କ୍ଷେତ୍ରାପୁର ଥାନା ରେ ଗିରଫ କରି ଅଟକ ରଖିଥିଲେ

“DEPARTMENT OF MEDIA,DCC SAMBALPUR

ଆଜି ତା:୦୮.୦୮.୨୦୨୬ ସନ୍ଧ୍ୟା ୪ ଟା ସମୟ ରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟ ରେ କଂଗ୍ରେସ କର୍ମୀମାନେ ଜିଲ୍ଲା ସଭାପତି ଇଂ ଅମିତ କୁମାର ଗୁରୁ ଙ୍କ ନେତୃତ୍ୱ ରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଙ୍କ କାର୍ଯ୍ୟକଲାପ ରେ ବିରୋଧ ଓ କଳା ପତାକା ପ୍ରଦର୍ଶନ କରିବା ପାଇଁ GM କଲେଜ ଛକ ଯାଉଥିବା ବେଳେ ଜିଲ୍ଲା ସଭାପତି ଇଞ୍ଜିନିୟର ଅମିତ୍ ଗୁରୁ ଙ୍କ ସମେତ ବରିଷ୍ଠ ଆଇନଜୀବୀ ନିରଞ୍ଜନ ତ୍ରିପାଠି,ବରିଷ୍ଠ କର୍ମୀ ଦିନ ପରିଡ଼ା, ବରିଷ୍ଠ ଆଇନଜୀବୀ ସୁରେନ୍ ମହାନ୍ତି, ଜିଲ୍ଲା ଉପ ସଭାପତି ଜିତେନ ମହାନନ୍ଦ,ମହିଳା ସଭାପତି ବିଜୟ ଲକ୍ଷ୍ମୀ ବେହେରା, ବରିଷ୍ଠ ନେତା ଜୟରାମ ବଣିଆ,ଜିଲ୍ଲା ସାଧାରଣ ସମ୍ପାଦକ ମୋହନ ଶାହ,ଜିଲ୍ଲା ସାଧାରଣ ସମ୍ପାଦକ ଏମ୍ ଡି ରହିମ୍ , ଜିଲ୍ଲା ସମ୍ପାଦକ ସଦାନନ୍ଦ ବରାଡ,, ସଂଖ୍ୟାଲଘୁ ବିଭାଗ ଏମ୍ ଡି ସକ୍କୁ, ଟାଉନ୍ ସଭାପତି ଅଶୋକ ମେହେର,ହୀରାକୁଦ ଟାଉନ୍ ସଭାପତି ରବି ରାଉତ୍, ଦିନେଶ ସାନବଡ,,ନକୁଳ ବେହେରା, ଏମ୍ ଡି କଳିମ୍ ଖାନ୍,ନିତ୍ୟାନନ୍ଦ ନାଗ,ପ୍ରେମାରଞ୍ଜନ ପ୍ରଧାନ, ମହିଳା ଜିଲ୍ଲା ସାଧାରଣ ସମ୍ପାଦକ ସୁବର୍ଣ୍ଣ ମେହେର , ଲକ୍ଷ୍ମୀ ଶତପଥୀ, ସୁଭଦ୍ରା ବେହେରା, ତ୍ରିବେଣୀ ତରିଆ,ମେଘା ଓରାମ ,ନନ୍ଦିନୀ ଓରାମ , ମାନେଶ୍ୱର ବ୍ଲକ ଜୋନ୍ ୧ ସଭାପତି ସଞ୍ଜୟ ଛୁରିଆ ସସହ ବହୁ କଂଗ୍ରେସ କର୍ମକର୍ତ୍ତା ଙ୍କୁ କ୍ଷେତ୍ରାପୁର ଥାନା ରେ ଗିରଫ କରି ଅଟକ ରଖିଥିଲେ “DEPARTMENT OF MEDIA,DCC SAMBALPUR

Raurkela M, Sundargarh | Aug 8, 2026

ରାଉରକେଲାରେ ନିର୍ମିତ ହେବାକୁ ଥିବା ସେଣ୍ଟ୍ରାଲ ଟୁଲ୍ ରୁମ୍ ପାଇଁ ଆବଶ୍ୟକ ୧୨ ଏକର ଜମି ଉପଲବ୍ଧ କରାଇବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ମହୋଦୟ MSMEର ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ସୂଚିତ କରିଥିବାରୁ ମୋର ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ଏହି ପଦକ୍ଷେପ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ କୌଶଳ ବିକାଶ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଖୋଲିବ ବୋଲି ମୁଁ ବିଶ୍ୱାସ କରେ।

ସେଣ୍ଟ୍ରାଲ ଟୁଲ୍ ରୁମ୍ ପ୍ରତିଷ୍ଠା ହେଲେ ଅଞ୍ଚଳର ଛୋଟ ଓ ମଧ୍ୟମ ଶିଳ୍ପ (MSME) ପାଇଁ ଆବଶ୍ୟକ ଉଚ୍ଚମାନର ଟୁଲ୍ ପ୍ରସ୍ତୁତି ସହଜ ହେବା ସହିତ ସ୍ଥାନୀୟ ଯୁବକମାନଙ୍କ ପାଇଁ ପ୍ରଶିକ୍ଷଣ ଓ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ଦିଗରେ ଅଙ୍ଗୀକାରବଦ୍ଧ, ଏବଂ ମୁଁ ଏହି ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ମୋର ପ୍ରୟାସ ଜାରି ରଖିବି।

#mpsundargarh #jualoram #MSME #trivia #cmodisha #MohanMajhi #Odisha #rourkela #PMModiji

ରାଉରକେଲାରେ ନିର୍ମିତ ହେବାକୁ ଥିବା ସେଣ୍ଟ୍ରାଲ ଟୁଲ୍ ରୁମ୍ ପାଇଁ ଆବଶ୍ୟକ ୧୨ ଏକର ଜମି ଉପଲବ୍ଧ କରାଇବା ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଜୀ ଏବଂ ସୁନ୍ଦରଗଡ଼ ଜିଲ୍ଲାପାଳ ମହୋଦୟ MSMEର ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ସୂଚିତ କରିଥିବାରୁ ମୋର ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛି। ଏହି ପଦକ୍ଷେପ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାରେ ଶିଳ୍ପ ଓ କୌଶଳ ବିକାଶ କ୍ଷେତ୍ରରେ ଏକ ନୂତନ ଦିଗନ୍ତ ଖୋଲିବ ବୋଲି ମୁଁ ବିଶ୍ୱାସ କରେ। ସେଣ୍ଟ୍ରାଲ ଟୁଲ୍ ରୁମ୍ ପ୍ରତିଷ୍ଠା ହେଲେ ଅଞ୍ଚଳର ଛୋଟ ଓ ମଧ୍ୟମ ଶିଳ୍ପ (MSME) ପାଇଁ ଆବଶ୍ୟକ ଉଚ୍ଚମାନର ଟୁଲ୍ ପ୍ରସ୍ତୁତି ସହଜ ହେବା ସହିତ ସ୍ଥାନୀୟ ଯୁବକମାନଙ୍କ ପାଇଁ ପ୍ରଶିକ୍ଷଣ ଓ ନିଯୁକ୍ତିର ନୂଆ ସୁଯୋଗ ସୃଷ୍ଟି ହେବ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡ଼ିଶାର ଶିଳ୍ପାୟନକୁ ଆହୁରି ଗତିଶୀଳ କରିବା ଦିଗରେ ଅଙ୍ଗୀକାରବଦ୍ଧ, ଏବଂ ମୁଁ ଏହି ପ୍ରକଳ୍ପର ଶୀଘ୍ର କାର୍ଯ୍ୟାନ୍ୱୟନ ପାଇଁ ମୋର ପ୍ରୟାସ ଜାରି ରଖିବି। #mpsundargarh #jualoram #MSME #trivia #cmodisha #MohanMajhi #Odisha #rourkela #PMModiji

Raurkela M, Sundargarh | Aug 8, 2026