କଟକ ପୌରାଞ୍ଚଳ: କଟକ: ୧ ନମ୍ବର ଓ୍ବାର୍ଡରେ ଚା' ଖଟି ମାଧ୍ୟମରେ ଲୋକଙ୍କ ସହ ସିଧାସଳଖ ମତ ବିନିମୟ
କଟକ ମହାନଗର ନିଗମର ୧ ନମ୍ବର ଓ୍ବାର୍ଡରେ ଆୟୋଜିତ ଚା' ଖଟି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ସହ ସିଧାସଳଖ ମତ ବିନିମୟ କଲେ ପ୍ରତିନିଧି। ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଜନସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ହେଲା ଆଲୋଚନା।