ପଦ୍ମଗିରି ଛକରେ ବନ ବିଭାଗର ଚଢ଼ାଉ: ଆନ୍ଧ୍ରପ୍ରଦେଶରୁ ମାଲକାନଗିରିକୁ ଏକ ବୋଲେରୋ ଗାଡ଼ିରେ କଇଁଛ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ମାଲକାନଗିରି ବନ ବିଭାଗ ଆଜି ସକାଳୁ ପଦ୍ମଗିରି ଛକ ନିକଟରେ ଓତ ପାତି ରହିଥିଲା। ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିବା ପରେ ବଡ଼ ସଫଳତା ମିଳିଛି।
#MalkangiriNews
Malkangiri, Malkangiri | Jun 25, 2026