ନୂଆପଡା: ବାତ୍ୟା 'ଅର୍ଣ୍ଣବ' ପାଇଁ ନୂଆପଡ଼ାରେ ସତର୍କତା: କର୍ମଚାରୀଙ୍କ ଛୁଟି ବାତିଲ
ବାତ୍ୟା 'ଅର୍ଣ୍ଣବ' ପ୍ରଭାବରେ ନୂଆପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଓ ବଜ୍ରପାତ ସମ୍ଭାବନା। ଜିଲ୍ଲାପାଳ ଅନ୍ୟା ଦାସ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ୨୬ ରୁ ୩୦ ଅକ୍ଟୋବର ପର୍ଯ୍ୟନ୍ତ କର୍ମଚାରୀଙ୍କୁ ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ।