ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ସକାଳ ପାଖପାଖି ୧୧ତାସମୟ କଣ୍ଟାମାଳ ଥାନା ଅନ୍ତର୍ଗତ ଲମ୍ବସରୀ ପଞ୍ଚାୟତର ଦୋମୁହାଣୀ ଜଙ୍ଗଲ ଏରିଆରେ ଚାଷ ହୋଇଥିବା ୧୮ଏକର ଜଙ୍ଗଲ ଜମିରୁ ୨୧, ୬୦୦ଟି ଗଞ୍ଜେଇ ଗଛକୁ ମୂଳରୁ କାଟି ନିଆଁରେ ପୋଡି ନଷ୍ଟ କରଯାଇଛି l ଏହି ଚଢ଼ାଉ ଓ ଗଞ୍ଜେଇ କଟାରେ ମନମୁଣ୍ଡା ଅବକାରୀ ଷ୍ଟାଫ, APR ପୋଲିସ ଫୋର୍ସ, ଜଙ୍ଗଲ ବିଭାଗ ଷ୍ଟାଫ, ରାଜଶୋ ବିଭାଗ ଷ୍ଟାଫ ଓ ଏକଜୁଟିଭ ମାଜିଷ୍ଟେଟ ଯୋଗ ଦେଇଥିଲେ l