ଫେବୃଆରୀ ୨୦ ତାରିଖ ସନ୍ଧ୍ୟା ୭ଟାରେ ସେକ୍ଟର ୮ ସ୍ଥିତ ଗାଙ୍ଗପୁର ମଜଦୁର ମଞ୍ଚ ୟୁନିଅନ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଗୋପାଳ ଦାସ ସୂଚନା ଦେଲେ, ଇସ୍ପାତ କାରଖାନାର ସ୍ୱୀକୃତି ପ୍ରାପ୍ତ ସଂଗଠନ ଆର.ଏସ.ଏସ. ର ସହଯୋଗୀ ଭାବେ ଦୀର୍ଘ ଦିନ ଧରି ରହିବା ପରେ ଜି.ଏମ.ଏମ.ସ୍ୱତନ୍ତ୍ର ହୋଇ କାର୍ଯ୍ୟ କରିବା ସହିତ ଆଗାମି ରାଉରକେଲା ଇସ୍ପାତ କାରଖାନା ସ୍ୱୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ନିର୍ବାଚନରେ ସ୍ୱତନ୍ତ୍ର ଭାବେ ନିର୍ବାଚନ ଲଢ଼ିବା ସହ ନିଜର ପରିଚୟ ସୃଷ୍ଟି କରିବ ବୋଲି ସୂଚନା ପ୍ରଦାନ କଲେ,