Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ଆନନ୍ଦପୁର: ମରୈଗାଁ ଓ ସଢ଼ା ସମବାୟ ସମିତି  ପରିଦର୍ଶନ କଲେ ଜିଲାପାଳ

Anandapur, Kendujhar | Dec 17, 2025
କେନ୍ଦୁଝର ଜିଲାରେ ଧାନ କିଣାର ଶୁଭାରମ୍ଭ ପୂର୍ବରୁ କେନ୍ଦୁଝର ଜିଲାପାଳ ବିଶାଲ ସିଂ  ଆଜି ଦିନ ଗୋଟାଏ ବେଳେ ମରୈଗାଁ ସମବାୟ ସମିତି ଓ ଶଢା ସମବାୟ ସମିତି ପରିଦର୍ଶନ କରି ଗୋଦାମ ଗୃହ ଓ ଅନ୍ୟାନ୍ୟ ଧାନ କିଣାଯିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ତାଙ୍କ ସହିତ ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପବିତ୍ର ମୋହନ ସାହୁ ଓ ହାଟଡିହି ତହସିଲଦାର ଶିବବ୍ରତ୍ର ତ୍ରୀପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

MORE NEWS

ଆନନ୍ଦପୁର: ମରୈଗାଁ ଓ ସଢ଼ା ସମବାୟ ସମିତି  ପରିଦର୍ଶନ କଲେ ଜିଲାପାଳ - Anandapur News