ବିଜମରା ଗ୍ରାମ ପଞ୍ଚାୟତରେ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଉପସ୍ଥିତିରେ ନୂତନ କଲ୍ୟାଣ ମଣ୍ଡପ ଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ଚିହ୍ନଟ କରାଯାଇଛି।